fbpx

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ, ଜାଣନ୍ତୁ କେଉଁଠି କେତେ ରହିଛି ଦାମ୍ ?

ନୂଆଦିଲ୍ଲୀ ,୬।୧: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁଣି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି । ତୈଳ ବିତରଣ କମ୍ପାନୀ ମଧ୍ୟରୁ ଅଗ୍ରଣୀ କମ୍ପାନୀ ଇଣ୍ଡିଆନ୍ ଅଏଲ ଅନୁସାରେ ବୁଧବାର ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୨୬ ପଇସା ବୃଦ୍ଧି ପାଇ ୮୩.୯୭ ଟଙ୍କା ପ୍ରତି ଲିଟର ଏବଂ ୨୫ ପଇସା ବୃଦ୍ଧି ପାଇ ୭୪.୧୨ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘରୋଇ ବଜାରରେ ମଧ୍ୟ ମୂଲ୍ୟରେ ପ୍ରଭାବ ପଡିଛି । ତେବେ ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଦାମ ….

୧: ଦିଲ୍ଲୀ – ୮୩ଟଙ୍କା ୯୭ ପଇସା

୨: ମୁମ୍ବାଇ – ୯୦ଟଙ୍କା ୬୦ ପଇସା

୩: ଚେନ୍ନାଇ – ୮୬ଟଙ୍କା ୭୫ପଇସା

୪: କୋଲକତା – ୮୫ଟଙ୍କା ୪୪ ପଇସା

୫: ଭୁବନେଶ୍ବର – ୮୪ଟଙ୍କା ୬୧ ପଇସା

ଜାଣନ୍ତୁ କେତେ ରହିଛି ଡିଜେଲ ମୂଲ୍ୟ….

୧: ଦିଲ୍ଲୀ – ୭୪ଟଙ୍କା ୧୨ ପଇସା

୨: ମୁମ୍ବାଇ – ୮୦ଟଙ୍କା ୭୮ ପଇସା

୩: ଚେନ୍ନାଇ – ୭୯ଟଙ୍କା ୪୬ପଇସା

୪: କୋଲକତା – ୭୭ଟଙ୍କା ୭୦ ପଇସା

୫: ଭୁବନେଶ୍ବର – ୮୦ଟଙ୍କା ୭୪ ପଇସା

Get real time updates directly on you device, subscribe now.