fbpx

ଚାଇନିଜ୍ ମାଞ୍ଜା ବ୍ୟାନ୍: CMC

କଟକ,୧୩ ।୧(ଓଡିଶା ଭାସ୍କର): ୧୪ ତାରିଖ ମକର ସଂକ୍ରାନ୍ତି ଗୁଡି ଉଡାରେ ଚାଇନିଜ୍ ମାଞ୍ଜାକୁ ବ୍ୟାନ୍ କରାଯାଇଛି । କାଚ ଲଗାଇ ପ୍ରସ୍ତୁତ ହେଉଥିବା ସମସ୍ତ ପ୍ରକାର ସୂତା ମଧ୍ୟ ବ୍ୟାନ୍ କରାଯାଇଛି । ଗୁଡି ସୂତାରେ ଜୀବନହାନି ଆଶଙ୍କାରେ ମାଞ୍ଜା ଓ କାଚ ଲଗା ସୂତାକୁ ବ୍ୟାନ୍ କରିଛି କଟକ ମହାନଗର ନିଗମ । ମାଞ୍ଜା ଓ କାଚ ଲଗା ସୂତା ବ୍ୟାନ୍ ନେଇ ସିଏମସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ବ୍ୟାନ୍ ଆଇଟମ୍ ବିିକ୍ରି ରୋକିବା ପାଇଁ ୩ଟି ଟିମ୍ ମଧ୍ୟ ଗଠନ କରିଛି ସିଏମସି ।

Get real time updates directly on you device, subscribe now.