fbpx

ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ କି ? ତେବେ ଅଟାରେ ମିଶାନ୍ତୁ ଏହି ସାମଗ୍ରୀ

ଗ୍ୟାସ ସମସ୍ୟା ଆଜିକାଲି ଅଧିକାଂଶ ଲୋକଙ୍କଠାରେ ଦେଖାଦେଉଛି। କାରଣ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ନା କେହି ଭଲଭାବେ ଖାଇପାରୁଛନ୍ତି ନା ଶୋଇ ପାରୁଛନ୍ତି। ଏମିତି କି ଠିକ ଢ଼ଙ୍ଗରେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରୁନାହାନ୍ତି କି ଖାଇବା ପିଇବା ପ୍ରତି ଦୃଷ୍ଟି ବି ଦେଉ ନାହାନ୍ତି।

ଏହିସବୁ ଭିତରେ ବି ଆଜିକାଲିର ଖାଇବାରେ ଏମିତି ଘୋଟଲା ହେଉଛି ଯେ ନାନା ପ୍ରକାର ପେଟ ସମସ୍ୟା ଦେଖା ଦେଉଛି। ଏଥିପାଇଁ ଜରୁରୀ କି ସର୍ବ ପ୍ରଥମେ ଖାଇବା ପିଇବାରେ ଏମିତି ପରିବର୍ତ୍ତନ ଆଣନ୍ତୁ ଯେ ଯେମିତି ନିଜକୁ ବିଭିନ୍ନ ସମସ୍ୟାରୁ ଦୂରେଇ ରଖିପାରିବେ।

ଗ୍ୟାସ ସମସ୍ୟାରୁ ବଞ୍ଚିବା ପାଇଁ ଆୟୁବେଦରେ ବହୁ ସାରା ଔଷଧ ଏବଂ ଚୁର୍ଣ୍ଣ ଉପଳବ୍ଧ ଅଛି। ଏବଂ ଲମ୍ବା ସମୟ ର୍ପଯ୍ୟନ୍ତ ଖାଇବାକୁ ପଡ଼ିଥାଏ। ଯେମିତିକି ଓଟ୍ସ ପାଉଡର ଖାଆନ୍ତୁ। ନହେଲେ ରୁଟି ବନାଇବା ସମୟରେ ଓଟ୍ସ କୁ ମିଶାଇ ରୁଟି ବେଲନ୍ତୁ। ଏଥିରେ ଆପଣଙ୍କ ପେଟ ସମସ୍ୟା ଦୂର ହେବ।

Get real time updates directly on you device, subscribe now.