fbpx

ପ୍ରଥମ ଦିନରେ ୭୯% ଟିକାକରଣ

ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ଆଜିଠାରୁ ବିଶ୍ୱର ସବୁଠାରୁ ବଡ ଟିକାକରଣର ଶୁଭାରମ୍ଭ ହୋଇଛି । ରାଜ୍ୟରେ ପ୍ରଥମ ଦିନରେ ଟାର୍ଗେଟର ୭୯% ଟିକାକରଣ ହୋଇଛି । ଆଜି ଟିକା ନେଇଛନ୍ତି ୧୨ ହଜାର ୯୪୧ ଜଣ କରୋନା ଯୋଦ୍ଧା । ପ୍ରଥମ ପର୍ଯ୍ୟାୟରେ ଆଜି ୧୬୩୩୦ ଜଣଙ୍କୁ ଟିକା ଦେବାର ଲକ୍ଷ ରଖାଯାଇଥିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.