fbpx

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩.୯୨ ଲକ୍ଷ

ନୂଆଦିଲ୍ଲୀ,୧୩ ।୨: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୯୨ ହଜାର ୫୨୭କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୮୭ ଲକ୍ଷ ୧୦ ହଜାର ୧୭୮କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ କୋରୋନାରୁ ୮ କୋଟି ୭ ଲକ୍ଷ ୧୯ ହଜାର ୮୮୩ ଜଣ ସୁସ୍ଥ ହୋଇସାରିଛନ୍ତି ।

Get real time updates directly on you device, subscribe now.