fbpx

ବିନା କାଗଜରେ ବିଧାନସଭା

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): ଆଗାମୀ ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ କାଗଜ ବିହୀନ ହେବ । ବିନା କାଗଜରେ ସିଏଜି ରିପୋର୍ଟ, ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ବଜେଟ ହେବ । ତାରକା ଓ ଅଣତାରକା ପ୍ରଶ୍ନ ବି ନେଭା ଆପ୍ ଜରିଆରେ ମିଳିବ । ବିଧାନସଭାର ର୍କମଚାରୀଙ୍କ ପାଇଁ ୨ ଦିନିଆ ପ୍ରଶିକ୍ଷଣର ବ୍ୟବସ୍ଥା ହେବ । କାର୍ଯ୍ୟ ପଦ୍ଧତି ସର୍ମ୍ପକରେ କେନ୍ଦ୍ର ସରକାରଙ୍କ ଟିମ୍ ତାଲିମ ଦେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.