fbpx

ବିଜେପି ବିଧାୟକ ଦଳ ବୈଠକ ଆଜି

ଭୁବନେଶ୍ୱର, ୧୭ା୨ (ଓଡିଶା ଭାସ୍କର): ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଆଇନ ଶୃଙ୍ଖଳା, ସୀମା ବିବାଦ ଓ ମଣ୍ଡି ସମସ୍ୟା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଆଜି ଦିନ ୧୧ଟା ୩୦ରେ ଏହି ବୈଠକ ବସିବ । ଏନେଇ ସବିଶେଷ ସୂଚନା ସୂଚନା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.