fbpx

ବ୍ରିଜ୍ ତଳକୁ ଖସିଲା ଅଟୋ: ୨ ମୃତ, ୧୭ ଆହତ

ବରଗଡ଼, ୧୭ା୨ (ଓଡିଶା ଭାସ୍କର): ବରଗଡ଼ର ବିଜେପୁରରେ ଏକ ଅଟୋ ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ସହ ୧୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବରଯାତ୍ରୀ ନେଇ ଫେରୁଥିବା ବେଳେ ଅଟୋଟି ବିଜେପୁରର ସରନାପାଲି ବ୍ରିଜ୍ ତଳକୁ ଖସି ପଡ଼ିଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବରଗଡ଼ ଓ ବୁର୍ଲା ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି ।

Get real time updates directly on you device, subscribe now.