fbpx

କୋଭିଡ ନିୟମ ଉଲ୍ଲଂଘନ କଲେ ନାଗା ସାଧୁ

ପୁରୀ , 14/3 : କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି ନାଗା ସାଧୁ ବୈଷ୍ଣବପୁରୀ । ଶ୍ରୀମନ୍ଦିରରେ ଥିବା ରୋହିଣୀକୁଣ୍ଡର ପଟା କୁ ଫିଙ୍ଗିଛନ୍ତି ନାଗା ସାଧୁ ବୈଷ୍ଣବପୁରୀ  ।
ଜେଟିପି ବାରଣ କରିବାରୁ ବିଶୃଙ୍ଖଳା ସୃଷ୍ଟି କରିଥିଲେ ନାଗାସାଧୁ ବୈଷ୍ଣବପୁରୀ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦାୟର କରାଯାଇଛି ।ମାତ୍ର ଅସୁସ୍ଥତା ଦର୍ଶାଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ନାଗା ସାଧୁ ବୈଷ୍ଣବପୁରୀ।

Get real time updates directly on you device, subscribe now.