fbpx

ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ: ବୋଲିଂ କରିବ ଭାରତ

ଅହମଦାବାଦ , 14/3 :ଗୁଜରାଟର ଅହମଦାବାଦ ରେ ହେଉଥିବା ଭାରତ-ଇଂଲଣ୍ଡ ଟି-୨୦ ସିରିଜ ର ଦ୍ଵିତୀୟ ମ୍ୟାଚ ରେ ଟସ ଜିତି ଭାରତର ବୋଲିଂ କରିବାର ନିଷ୍ପତ୍ତି ନେଇଛି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କୁ ଚୂଡାନ୍ତ ଦଳ ରେ ସାମିଲ କରାଯାଇଛି । ଅକ୍ଷର ପଟେଲ ଓ ଶିଖର ଧାୱନ ଙ୍କୁ ଦଳରୁ ବାଦ ଦିଆଯାଇଛି । ପ୍ରଥମ ଦିନିକିଆ ରେ ଶୋଚନୀୟ ଭାବେ ପରାସ୍ତ ହେବ ପରେ ଭାରତୀୟ ଦଳ ଏହି ମ୍ୟାଚ କୁ ଜିତିବାକୁ କଠିନ ପରିଶ୍ରମ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.