fbpx

ପିଲାଙ୍କ ପାଇଁ ଭ୍ୟାକସିନ୍ ନେଇ ଆରମ୍ଭ ହେଲା ଟ୍ରାଏଲ୍: ଜାଣନ୍ତୁ, କେବେ ପହଞ୍ଚିବ

ନୂଆଦିଲ୍ଲୀ, ୨୬ା୩: କରୋନା ଭାଇରସରେ ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହେଉଛନ୍ତି । ତେବେ କରୋନା ଟିକା ଆସିଥିଲେ ମଧ୍ୟ ଏହା କେବଳ ୧୮ ବର୍ଷରୁ ଅଧିକ ବୟସ୍କ ମାନଙ୍କୁ ଦିଆଯାଉଛି । ଖୁବଶୀଘ୍ର ଶିଶୁମାନଙ୍କ ପାଇଁ ଟିକା ଆସିବ ବୋଲି ଫାଇଜର, ବାୟୋଏନଟେକ ପକ୍ଷରୁ କୁହାଯାଇଛି ।
ଉକ୍ତ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ୧୨ ବର୍ଷର ପିଲାଙ୍କ ପାଇଁ ଭ୍ୟାକସିନର ଟ୍ରାଏଲ ଆରମ୍ଭ ହୋଇଯାଇଛି । ୨୦୨୨ ମସିହା ଆରମ୍ଭରେ ଭ୍ୟାକସିନ ପିଲାଙ୍କୁ ଦିଆଯିବାର ବ୍ୟବସ୍ଥା କରାଯିବ । ପୂର୍ବରୁ ବୟସ୍କ ପାଇଁ ଏକାଧିକ କମ୍ପାନୀର ଟିକା ଆସିସାରିଛି ।

Get real time updates directly on you device, subscribe now.