fbpx

୧୦ ଜିଲ୍ଲା ସାବଧାନ୍‌! ହୋଇପାରେ ଭୟଙ୍କର ବଜ୍ରପାତ

ଭୁବନେଶ୍ୱର,୨୧ ।୪(ଓଡିଶା ଭାସ୍କର): ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ଏନେଇ ୧୦ଟି ଜିଲ୍ଲା ସତର୍କ ସୂଚନା ଦିଆଯାଇଛି । ଏହା ବ୍ୟତିତ ବିଭିନ୍ନ ସ୍ଥାନରେ ସାମାନ୍ୟ ଓ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ତେବେ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି ୧୦ଟି ଜିଲ୍ଲାଗୁଡିକ ହେଉଛି- କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.