fbpx

ଓୟୁଏଟିରେ ସରିଲା କୁକୁଡା ମରା ଅଭିଯାନ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ଓୟୁଏଟି ଫାର୍ମରେ ୨ ଦିନିଆ କୁକୁଡା ମରା ଅଭିଯାନ ଶେଷ ହୋଇଛି । ଏହା ସହ ବିଭିନ୍ନ ଅଞ୍ଚଳରେ ୫ଟି ଟିମ୍ କୁକୁଡା ଫାର୍ମର ପରିବେଶ ଯାଞ୍ଚ କରୁଛନ୍ତି । ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ବାର୍ଡ ଫ୍ଲୁ ହେବା ନେଇ ସୂଚନା ନାହିଁ । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ରୀୟ ଟିମ୍ ସହ ରାଜ୍ୟ ଅଧିକାରୀଙ୍କ ସମୀକ୍ଷା ବୈଠକ ବସିବ । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ସଚିବ ଆର ରଘୁ ପ୍ରସାଦ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.