fbpx

CRRR ର ୬ ଶହ କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : CRRR କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । କ୍ୟାପିଟାଲ ରିଜିଆନ୍ ରିଙ୍ଗ୍ ରୋଡକୁ ମଞ୍ଜୁାରୀ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ସହରକୁ ସଂଯୋଗ କରିବ ଏହି କ୍ୟାପିଟାଲ ରିଜିଆନ୍ ରିଙ୍ଗ୍ ରୋଡ୍ । ଏହି ୫ଟି ସହର ହେଲା ଖୋର୍ଦ୍ଧା ,କଟକ, ଚୌଦ୍ୱାର, ଆଠଗଡ ଏବଂ ଭୁବନେଶ୍ୱର । ୬ ଲାଇନ୍ ବିଶିଷ୍ଟ ରାସ୍ତା ତିଆରି ହେବ । ୬ ଶହ କୋଟିର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ସ୍ୱିକୃତୀ ଦେଇଛନ୍ତି । ୨ ବର୍ଷ ୬ ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବା ନେଇ ଯୋଜନା ରହିଛି । ୧୧୧.୨ କିମି ବିଶିଷ୍ଟ ରାସ୍ତା NHAI ଦ୍ୱରା ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହେବ ।

Get real time updates directly on you device, subscribe now.