fbpx

କରୋନାରେ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର ୦୧ ।୦୫ (ଓଡ଼ିଶା ଭାସ୍କର) : କରୋନା ଆଉ ଜଣେ ସାମ୍ବାଦିକଙ୍କ ଦେହାନ୍ତ । ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଟାଇମ୍ସ ଅଫ୍ ଇଣ୍ଡିଆର ଯୁବ ସାମ୍ବାଦିକ ଭାବେ ସେ କାର୍ଯ୍ୟରତ ଥିଲେ । କରୋନା ପଜିଟିଭ ହେଲା ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳେକୁ ପ୍ରୀତିମାନଙ୍କୁ ୪୬ ବର୍ଷ ହୋଇଥିଲା ।

Get real time updates directly on you device, subscribe now.