fbpx

କରୋନାରୁ ମୁକ୍ତ ହେଲେ କ୍ରିଷ୍ଣା, ଖୁବଶୀଘ୍ର ଭାରତୀୟ ଦଳରେ ଯୋଗ ଦେବେ

ନୂଆଦିଲ୍ଲୀ ( ଓଡ଼ିଶା ଭାସ୍କାର)  : ଆଗାମୀ ଇଂଲଣ୍ଡ ଗସ୍ତରେଯିବା ପାଇଁ ଭାରତୀୟ କ୍ରିକେଟଦଳରେ ସ୍ଥାନ ପାଇଥିବା ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ତେଣୁ ସେ ଖୁବଶୀଘ୍ର ଦଳ ସହ ମୁମ୍ବାଇରେ ଭାରତୀୟ ଦଳ ସହ ଯୋଗ ଦେବେବୋଲି ଜଣା ପଡିଛି ।

ସୂଚନା ଯୋଗ୍ୟଯେ, କୋହଲିଙ୍କ ନେତୃତ୍ୱଧୀନ ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୫ ତାରିଖ ଦିନ ମୁମ୍ବାଇରେ ଏକତ୍ରିତ ହୋଇ କ୍ୱାରେଣ୍ଟାଇନରେ ରହିବା ପରେ ଜୁନ ୨ ତାରିଖ ଦିନ ଇଂଲଣ୍ଡ ଯିବେ ।

Get real time updates directly on you device, subscribe now.