fbpx

ପୁଣିଥରେ ଘୁଞ୍ଚିଲା OJEE ଆବେଦନ; ଜାଣନ୍ତୁ କେବେ ରହିଛି ଶେଷତାରିଖ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଜେଇଇ ୨୦୨୧ ପାଇଁ ପୁଣି ଥରେ ଫର୍ମ ପୂରଣ ଅବଧି ବଢିଛି । ବିଟେକ୍ ବ୍ୟତିତ ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ ଅନଲାଇନ ଆବେଦନର ତାରିଖ ଘୋଷଣା କରାଯାଇଛି । ଅନଲାଇନ ଆବେଦନ ପାଇଁ ଶେଷ ତାରିଖ ଜୁଲାଇ ୨୬କୁ ବଢାଇ ଦିଆଯାଇଛି । ଏହା ସହିତ ଦେୟ ପ୍ରଦାନର ଅନ୍ତିମ ତାରିଖକୁ ଜୁଲାଇ ୨୮ ତାରିଖ ଯାଏଁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.