fbpx

ଆଫଗାନିସ୍ତାନ ସ୍ଥିତିକୁ ନେଇ UNSCର ଜରୁରୀ ବୈଠକ

ନୂଆଦିଲ୍ଲୀ: ଆଫଗାନ ସଙ୍କଟ ଉପରେ UNSCର ଜରୁରୀ ବୈଠକ ଜାରି । ଭାରତ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ଚାଲିଛି ଜରୁରୀ ବୈଠକ । ବୈଠକରେ ଜାତିସଂଘ ମହାସଚିବଙ୍କ ସୂଚନା, କହିଛନ୍ତି ‘ଏବେ ବିଶ୍ୱ ସମୁଦାୟ ଏକାଠି ହେବାର ସମୟ ଆସିଛି । ଆଫଗାନିସ୍ତାନକୁ ନେଇ ମାନବାଧିକାର ଉପରେ କୁହାଯିବା ଜରୁରୀ । ଜୀବନ ରକ୍ଷା ସହ ମାନବୀୟ ଆବଶ୍ୟକତା ଉପରେ ଧ୍ୟାନ ଦେଉ ତାଲିବାନ ।’ ତାଲିବାନକୁ ସଂଯମତା ଅବଲମ୍ବନ କରିବାକୁ କହିଲେ UN ମହାସଚିବ । ସେପଟେ ଦୋହାରେ ଚାଲିଛି ତାଲିବାନର ବୈଠକ ।

Get real time updates directly on you device, subscribe now.