• Likes
  • Followers
  • Subscribers
  • Followers
  • Android App
  • Tuesday, September 23, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • ଆକାଉଣ୍ଟ ଫ୍ରିଜ୍ କଲେ ବାଇଡେନ୍; ତାଲିବାନ ହାତରେ ଆଠଣିଟିଏ ବି ନାହିଁ!
CHARIDHAM

ଆକାଉଣ୍ଟ ଫ୍ରିଜ୍ କଲେ ବାଇଡେନ୍; ତାଲିବାନ ହାତରେ ଆଠଣିଟିଏ ବି ନାହିଁ!

By Abinash Kumar Dhal On Aug 19, 2021 at 10:11 AM
Share

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ ଭାର ଗ୍ରହଣ କରିଥିବା ତାଲିବାନୀଙ୍କ ଅଡୁଆ ବଢିବାରେ ଲାଗିଛି । ଆମେରିକା ବ୍ୟାଙ୍କର ରହୁଥିବା ଆଫଗାନୀ ଟଙ୍କାକୁ ବ୍ୟବହାର କରି ପାରିବେନି ତାଲିବାନୀ । ଏହି ଆକାଉଣ୍ଟକୁ ଫ୍ରିଜ କରିଦେଲେ ବାଇଡ଼େନ ସରକାର । ଏବେ ଆଫଗାନିସ୍ତାନ ହାତେଇବା ପରେ ତାଲିବାନକୁ ଘାରିଛି ଅର୍ଥ ସଙ୍କଟ । ସୋମବାରର ବୟାନ ପରେ ଆମେରିକା ରାଷ୍ଟ୍ରତି ଜୋ ବାଇଡ଼େନ ଏକ ଚରମ ନିଷ୍ପତ୍ତି ନେଇଛନ୍ତି । ଆମରିକାରେ ଥିବା ଆଫଗାନର ସବୁ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଛି । ତାଲିବାନ କବଜା କରିଥିଲେ ବି ଏବେ ଶାସନ ପାଇଁ ଅର୍ଥରାଶି ଦରକାର । ହେଲେ ବାଇଡ଼େନଙ୍କ ଏହି ନିଷ୍ପତ୍ତିରେ ଆଫଗାନ ଲୋକ ଗୋଟାଏ ବି ଟଙ୍କା ପାଇବେନି । ଆଉ ଏଥିାଇଁ ଏବେ ତାଲିବାନୀଙ୍କ ମୁଣ୍ଡରେ ଚିନ୍ତା ପଶିଛି ।

ଆଫଗାନର ପୂର୍ବ ଅଧିକାରୀଙ୍କ କହିବା ଅନୁଯାୟୀ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଡ଼ିଏବି ପାଖରେ ବିଦେଶୀ ମୁଦ୍ରା ଅଛି । ତା ସହ ସୁନା ଆଉ ଅନ୍ୟାନ୍ୟ ବହୁମୂଲ୍ୟ ସମ୍ପତ୍ତି ଅଛି । ହେଲେ କେତେ କଣ ସମ୍ପତ୍ତି ଅଛି ତାର ସଠିକ ମୂଲ୍ୟାୟନ ହୋଇ ପାରୁନି । ତେଣୁ ଦେଶର ସିଂହଭାଗ ପଇସା ଏବେ ଦେଶ ବାହାରେ ଅଛି ବୋଲି ଅନୁମାନ କରାଯାଉଥିବା ବେଳେ ବାଇଡ଼େନଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଆଇଏମଏଫର ସୂଚନା ଅନୁସାରେ ଏପ୍ରିଲ ଯାଏଁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ୯.୪ ଡ଼ଲାର ଅର୍ଥରାଶି ଗଚ୍ଛିିତ ଥିଲା । ଯାହା କି ଦେଶର ଜମା ଅର୍ଥରାଶିର ତିନିଭାଗରୁ ଏକ ଭାଗ ହେବ ବୋଲି ଜଣାପଡ଼ିିଛି । ତେବେ ଆମେରିକାରେ ଆଫଗାନର ସମସ୍ତ ଟଙ୍କା ପଡ଼ିଛି କହିଲେ କିଛି ଭୁଲ ହେବନି । ପୂର୍ବରୁ ୨୦୦୧ ସେପେଟମ୍ବର ୧୧ ହିଂସା ବେଳଠାରୁ ହିଁ ତାଲିବାନ ପ୍ରତିବନ୍ଧିତ ଥିଲା । ତେଣୁ ଏ ଟଙ୍କା ସବୁ ଫ୍ରିଜ କରିବା ଅଧିକାର ଆମେରିକା ପାଖରେ ପୂର୍ବରୁ ଥିଲା । ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଆଉ ଓବାମା ପରିଷଦ ସମୟରେ ବିଦେଶୀ ସମ୍ପତ୍ତି ନିୟନ୍ତ୍ରଣ ର୍କ୍ୟାାଳୟର ନିର୍ଦ୍ଦେଶକଙ୍କ ସିନିଅର କନସଲଟାଣ୍ଟ ଏଡ଼ମ ସ୍ମିଥ ଏକଥା କହିଛନ୍ତି । ଆଫଗାନରେ ତାଲିବାନ ସଂଗଠନ ଶାସନ କରିବାକୁ ଚାହୁଁଥିଲେ ବି ଏବେ ରେଭିନ୍ୟୁ ଅଭାବରୁ କେମିତି ଶାସନ କରିବ ସେହି ଚିନ୍ତାରେ । ତେଣୁ ଆଗକୁ ଶାସନ କରିବାକୁ ତାଲିବାନ କଣ ଦକ୍ଷେ ନେଉଛି ତାହା ହିଁ ଦେଖିବା ବାକି ରହିଲା ।

Share

Prev Post

ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି; ୭ ଗୁରୁତର

Next Post

ହ୍ୱାଟ୍ସଆପରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ସବୁଦିନ ପାଇଁ ବ୍ୟାନ୍ ହୋଇଯିବ ଆକାଉଣ୍ଟ୍

You might also like More from author
Featured

ଭାରତରେ ୮୨ହଜାର କିନ୍ତୁ ପାକିସ୍ତାନରେ ୩.୬୫ ଲକ୍ଷ ! ପାକିସ୍ତାନରେ iPhoneର ମୂଲ୍ୟ ଜାଣିଲେ…

Top Stories

Schools Holiday: ଖୁସି ଖବର, ଦଶହରାରେ ପିଲା କରିବେ ମଉଜ, ୧୬ ଦିନ ସ୍କୁଲ-କଲେଜ ସବୁ ଛୁଟି

ଦେଶ ବିଦେଶ

ମୂର୍ଖ ଟ୍ରମ୍ପଙ୍କ ଅଜବ ଦାବୀ, କହିଲେ ଖାଆନ୍ତୁନି ପାରାସିଟାମଲ ; ଟ୍ରମ୍ପଙ୍କ କଥା ଶୁଣି କୋମାରେ…

Breaking News

ଗାନ୍ଧୀମାର୍ଗରେ ଉତ୍ତେଜନା, ପୁଲିସ- ବିଜେଡି କର୍ମୀ ମୁହାଁମୁହିଁ, ବିଧାନସଭା ଘେରିବାକୁ ବିଜେଡିର…

ଖବର

ଲଗାଣ ବର୍ଷାରେ ବେହାଲ କେଲକାତା ସହର, ପାଣିରେ ବୁଡ଼ିଲା ରାସ୍ତାଘାଟ, ୫ ମୃତ

Featured

ଆଧାର କାର୍ଡକୁ ନେଇ ଏକ ବଡ଼ ଖବର ; UIDAI ଆଣୁଛି ନୂଆ ଆପ୍ ,ଜାଣନ୍ତୁ କିଭଳି କରିବେ ମୋବାଇଲ୍ ନମ୍ବର…

Prev Next
Odisha Bhaskar

Recent Posts

ଭାରତରେ ୮୨ହଜାର କିନ୍ତୁ ପାକିସ୍ତାନରେ ୩.୬୫…

Schools Holiday: ଖୁସି ଖବର, ଦଶହରାରେ ପିଲା…

ମୂର୍ଖ ଟ୍ରମ୍ପଙ୍କ ଅଜବ ଦାବୀ, କହିଲେ…

ଗାନ୍ଧୀମାର୍ଗରେ ଉତ୍ତେଜନା, ପୁଲିସ- ବିଜେଡି…

ଲଗାଣ ବର୍ଷାରେ ବେହାଲ କେଲକାତା ସହର, ପାଣିରେ…

ଆଧାର କାର୍ଡକୁ ନେଇ ଏକ ବଡ଼ ଖବର ; UIDAI…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଭାରତରେ ୮୨ହଜାର କିନ୍ତୁ ପାକିସ୍ତାନରେ ୩.୬୫…

Schools Holiday: ଖୁସି ଖବର, ଦଶହରାରେ ପିଲା…

ମୂର୍ଖ ଟ୍ରମ୍ପଙ୍କ ଅଜବ ଦାବୀ, କହିଲେ…

ଗାନ୍ଧୀମାର୍ଗରେ ଉତ୍ତେଜନା, ପୁଲିସ- ବିଜେଡି…

Prev Next 1 of 28,331
© 2025 - TK Digital All Rights Reserved.