fbpx

୨୦୨୨ରେ ଏକାସଙ୍ଗେ ହେବ ବାଘ ଓ ହାତୀ ଗଣନା

ନୂଆଦିଲ୍ଲୀ: ୨୦୨୨ରେ ଏକା ସାଙ୍ଗରେ ବାଘ ଓ ହାତୀ ଗଣନା କରାଯିବ । କେନ୍ଦ୍ର ସରକାରଙ୍କ ନୂଆ ପ୍ରସ୍ତାବ ଅନୁସାରେ ଗଣନା କରାଯିବ । ସୁଚନା ଯେ, ୨୦୧୭ ରେ ରାଜ୍ୟରେ ୧୯୭୬ ହାତୀ ରହିଥିଲେ । ସେହିପରି ବର୍ଷକୁ ୧୫ରୁ ୨୦ଟି ହାତୀ ଅସ୍ୱାଭାବିକ କାରଣରୁ ମରୁଛନ୍ତି । ଏନେଇ ପିସିସିଏଫ୍ କହିଛନ୍ତି ।

Get real time updates directly on you device, subscribe now.