fbpx

ଟଙ୍କା ବର୍ଷା କରୁଛନ୍ତି ଏହି ତିନି କମ୍ପାନୀ , କର୍ମଚାରୀଙ୍କୁ ମିଳିବ ୧୨୦% ଅଧିକ ଦରମା 

ନୂଆଦିଲ୍ଲୀ- ଆଇଟି କର୍ମଚାରୀ ଙ୍କ ପାଇଁ ଖୁସି ଖବର । ବଢିବାକୁ ଯାଉଛି ସେମାନଙ୍କ ଦରମା ବିଭିନ୍ନ କ୍ଷେତ୍ରରେ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ବେଳେ ଆଇଟି କର୍ମଚାରୀଙ୍କ ଦରମା କିନ୍ତୁ ବଢିବାରେ ଲାଗିଛି । ଇନଫୋସିସ ଏବଂ ଟିସିଏସ ଭଳି ଅନ୍ୟ ଛୋଟ କମ୍ପାନୀ ମଧ୍ୟ ଏହି ସୁବିଧା ପ୍ରଦାନ କରିବାକୁ ଯାଉଛନ୍ତି ଏପରିକି ଲିଙ୍କ୍ିଦିନରେ ଆବେଦନ କରୁଥିବା ଫ୍ରେସରଙ୍କୁ ମଧ୍ୟ ସମାନ ବେତନର ସୁବିଧା ମିଳିବ ।

କରୋନା କାଳରେ ଭାରିତୀୟ ଚାକିରି ବଜାର ବେସ ପ୍ରଭାବିତ ହୋଇଥିଲା । ତେବେ ଏହି ସମୟରେ ଆଇଟି ପ୍ରଫେସନ୍ଲାଲଙ୍କ ଦରମା ପ୍ରାୟ ୪୦୦% ବଢିଛି । କରୋନାର ପ୍ରଥମ ଲହର ସମୟରେ ଜୁନ ୨୦୨୦ ସୁଦ୍ଧା ଆଇଟି କମ୍ପାନୀ ଗୁଡିକ ସେମାନଙ୍କ ୫୦% କର୍ମଚାରୀ ଛଟେଇ କରିଥିଲେ । ତେବେ ପରବତର୍ତ୍ତି ସମୟରେ ନିଯୁକ୍ତି ସୁଯୋଗ ବେସ ବୃଦ୍ଧି ପାଇଥିଲା । ଫେବୃଆରୀ ୨୦୨୧ ସୁଦ୍ଦା ଆଇଟି କମ୍ପାନୀ ଗୁଡିକାରେ ୧୫୦ରୁ ୩୦୦ % ପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯାଇଥିଲା କେବଳ ନିଯୁକ୍ତ ସୁଯୋଗ ମିଳିଥିଳା ତା ନୁହେଁ ବରଂ ୭୦ରୁ ୧୨୦ % ପର୍ଯ୍ୟନ୍ତ ଦରମା ମଧ୍ୟ ବଢିଥିଲା ୨୦୨୦ରେ ଏହି ଦରମା ବୃଦ୍ଧି ମାତ୍ର ୨୦ରୁ ୩୦ % ମଧ୍ୟରେ ରହିଥିଲା ।

ନିକଟରେ ଟିସିଏସ ପକ୍ଷରୁ ମହିୀଳା କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ଏକ ମିସନ ଆରମ୍ଭ କରାଯାଇଛି । ଏହା ଦ୍ୱାରା ପୁରୁଷ ଏବଂ ମହିଳା ମଧ୍ୟରେ ରହିଥିବା କ୍ୟାରିୟର କ୍ୟାପ ହ୍ରାସ ପାଇବ । ଟିସିଏସ , ଇନ୍ଫୋସିସ ଏବଂ ଇପ୍ରୋ ସମେତ ଅନ୍ୟ ବଡ ବଡ ଆଇଟି କମ୍ପାନୀ ଗୁଡିକ ଭାରତରେ ଦସ୍ତଚ୍ଛ ନିଯୁକ୍ତର ସୁଯୋଗ ସୃଷ୍ଟିୂ କରୁଛନ୍ତି । ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଭାରତୀୟ କମ୍ପାନୀ ଗୁଡିକ ୧.୬-୧.୭ ମିଳିୟନ ଡଲାର ନିବେସ କରିବେ । ଏକାଧିକ ଆଇଟି ପ୍ରେôଫସ୍ନାଲକୁ ଏହା ଦ୍ୱାରା ନିଯୁମକ୍ତି ମିଳିବ ବାଙ୍ଗାଲୋର , ହାଇଦ୍ରାବାଦ ଏବଂ ଚେନ୍ନାଇଭଳି ଆଇଟି ହବ ମଧ୍ୟ ଏହା ଦ୍ୱାରା ବେସ ଲାଭବାନ ହୋଇପାରିବେ ।

Get real time updates directly on you device, subscribe now.