fbpx

ସାବରମତୀ ଆଶ୍ରମରେ ଟ୍ରମ୍ପ

ଅହମଦାବାଦ,୨୪ ।୨: ଦୁଇ ଦିନିଆ ଗସ୍ତରେ ଆସି ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିମାନବନ୍ଦରରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିମାନବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ୨୨ କିମିର ରାସ୍ତାରେ ଦୁଇ ନେତା ରୋଡ୍ ସୋ କରି ଗାନ୍ଧୀ ଆଶ୍ରମରେ ପହଞ୍ଚିଛନ୍ତି । ଟ୍ରମ୍ପ ଓ ପତ୍ନୀ ମେଲାନିଆ ସାବରବତୀ ଆଶ୍ରମ ବୁଲି ଦେଖୁଛନ୍ତିି । ପରେ ଗାନ୍ଧୀ ଆଶ୍ରମରୁ ମୋଟେରା ଷ୍ଟାଡିୟମକୁ ପୁଣି ରୋଡ୍ ସୋ ଆରମ୍ଭ ହେବ ।

Get real time updates directly on you device, subscribe now.