fbpx

ୟୁରୋପ-ଜାପାନ୍ ଅନ୍ତରିକ୍ଷ ମିଶନ ପଠାଇଲା ବୁଧର ପ୍ରଥମ ଫଟୋ, ଦେଖନ୍ତୁ

ନୂଆଦିଲ୍ଲୀ: ୟୁରୋପୀୟ ଅନ୍ତରିକ୍ଷ ଏଜେନ୍ସି ଶନିବାର ଦିନ ୟୁରୋପୀୟ-ଜାପାନ ବେପୀକୋଲମ୍ବୀ ଅନ୍ତରିକ୍ଷଯାନ ବୁଧ ଗ୍ରହର ପ୍ରଥମ ଫଟୋ ପଠାଇଛି । ଏହା ସୂର୍ଯ୍ୟଙ୍କ ସବୁଠାରୁ ପାଖରେ ଥିବା ଗ୍ରହ । ଏନେଇ ୟୁରୋପୀୟ ଅନ୍ତରିକ୍ଷ ଏଜେନ୍ସି ପକ୍ଷରୁ କୁହାଯାଇଛି । ମାନବବିହୀନ ଅରିୟନ୍ ୫ ରକେଟ୍ କୁ ଲଞ୍ଚ କରିବାର ତିନି ବର୍ଷ ପରେ ଏହି ଫଟୋ ଉଠାଯାଇଛି । ବେପିକୋଲମ୍ବୋ ସହ ସଂଯୋଗ କରାଯାଇଥିବା କ୍ୟାମେରାରେ ଏହି ବ୍ଲାକ ଆଣ୍ଡ ହ୍ୱାଇଟ୍ ଫଟୋ ଉଠାଯାଇଛି ।

Get real time updates directly on you device, subscribe now.