fbpx
BSKY
BJD YOUTH SKY
BJD MS SKY

ମୁମ୍ବାଇ କ୍ରୁଜ୍ ପାର୍ଟି ମାମଲା: ଆର୍ଯ୍ୟନଙ୍କ ଜାମିନ୍ ନିଷ୍ପତି ବୁଧବାର

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଫଶିଥିବା ଆର୍ଯ୍ୟନ ଖାନଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ତାଙ୍କୁ ଗିରଫ କରାଯାଇ ଆର୍ଥର୍ ଜେଲ୍ ରେ ରଖାଯାଇଛି । ତେବେ ଆସନ୍ତା ବୁଧବାର ଦିନ ତାଙ୍କ ଜାମିନ୍ ନେଇ ଶୁଣାଣି କରାଯିବ । ଆର୍ଯ୍ୟନ୍ ଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତ ମାନଙ୍କ ଜାମିନ୍ ଶୁଣାଣି ବୁଧବାର ଦିନ ହେବ । ମୁମ୍ବାଇର ସ୍ୱତନ୍ତ୍ର ଏନଡିପିସି କୋର୍ଟରେ ବୁଧବାର ଦିନ ହେବ ଶୁଣାଣି ।

Get real time updates directly on you device, subscribe now.