fbpx

ଅଁଳା ନବମୀରେ ସାକ୍ଷୀଗୋପାଳ ମନା

ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ପୁରୀ ସାକ୍ଷୀଗୋପାଳ ଆସିବା ମନା । ୧୨ ତାରିଖ ଅଁଳା ନବମୀରେ ପ୍ରଶାସନର ୧୪୪ ଜାରି ନିଷ୍ପତ୍ତି । ୧୫ ତାରିଖ ଏକାଦଶୀରେ ମଧ୍ୟ ୧୪୪ ଲାଗୁ ରହିବା ନେଇ ସୂଚନା । କେବଳ ସେବାୟତଙ୍କୁ ଦର୍ଶନ ଅନୁମତି ମିଳିବ କହିଲା ପ୍ରଶାସନ । ରାଧା ପାଦ ଦର୍ଶନ ଭିଡ଼ ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ କଟକଣା ।

Get real time updates directly on you device, subscribe now.