fbpx

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୨ ମୃତ

ମାଲକାନଗିରି: ବାହାଘର ଶୋଭାଯାତ୍ରା ବେଳେ ମାଡ଼ିଗଲା ଟ୍ରକ୍ । ଶୋଭାଯାତ୍ରାରେ ସାମିଲ ୨ ବରଯାତ୍ରୀ ମୃତ ୩ ଗୁରୁତର । ପାଣ୍ଡ୍ରିପାଣିରେ ବାହାଘର ଶୋଭାଯାତ୍ରା ଚାଲିଥିଲା ବେଳେ ଅଘଟଣ । ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ମୃତକଙ୍କ ମଧ୍ୟରେ ବରପିତା ତଥା ପାଣ୍ଡ୍ରିପାଣି ସରପଞ୍ଚ ଥିବା ସୂଚନା । ଦୁର୍ଘଟଣା ଘଟାଇଥିବା ଟ୍ରକର ନିଶାଶକ୍ତ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଲେ ସ୍ଥାନୀୟ ଲୋକେ ।

Get real time updates directly on you device, subscribe now.