fbpx

ଖଣ୍ଡଗିରି ଛକରେ ସିରିଜ ଦୁର୍ଘଟଣା, ୩ ଗୁରୁତର

ଭୁବନେଶ୍ୱର ଖଣ୍ଡଗିରି ଛକରେ ସିରିଜ୍ ଦୁର୍ଘଟଣାରେ ୩ ଗୁରୁତର । ଏକ ସିମେଣ୍ଟ ବୋଝେଇ ଟ୍ରକ୍ ୨ଟି କାର୍ ଓ ଗୋଟିଏ ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ନିଆଁ ଲାଗି ଜଳିଗଲା ବାଇକ୍, ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ ।

Get real time updates directly on you device, subscribe now.