fbpx

Instagramରେ ନିଆଁ ଲଗାଇଦେଲେ ପ୍ରକୃତି ମିଶ୍ର: ଦେଖନ୍ତୁ ହଟ୍ ଡ୍ୟାନ୍ସର Viral ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଦା ନିଜର ଚୁଲବୁଲି ଓ ବୋଲ୍ଡ ଅନ୍ଦାଜ ପାଇଁ ପରିଚିତ ପ୍ରକୃତି ମିଶ୍ରଙ୍କ ହଟ ଡ୍ୟାନ୍ସ ପୁଣି ଥରେ ଭାଇରାଲ ହୋଇଛି । କିଛି ଦିନ ପୂର୍ବରୁ ଟିପ ଟିପ ବର୍ଷା ପାନି ଗୀତରେ ପ୍ରକୃତି ସମ୍ପୂର୍ଣ୍ଣ ସିଜଲିଂ ଡାନ୍ସ କରିଥିବା ଏହି ଚୁଲବୁଲି ଅଭିନେତ୍ରୀ ପୁଣି ଥରେ ଇନଷ୍ଟାଗ୍ରାମ ରିଲ ଜରିଆରେ ତାପମାତ୍ରା ବଢାଇ ଦେଇଛନ୍ତି ।
ପୂର୍ବରୁ ଟିପ ଟିପ ବର୍ଷା ପାନି ଗୀତରେ ନାଚିଥିବା ପ୍ରକୃତି ଏଥର କିନ୍ତୁ ଏକ ପଞ୍ଜାବୀ ଗୀତରେ ନାଚିଛନ୍ତି । ୨୦୧୮ରେ ରିଲିଜ ହୋଇଥିବା ପାଭ ଧରିଆଙ୍କ ଗୀତ ନାଜା ନାଜାରେ ପ୍ରକୃତି ଡ୍ୟାନ୍ସ ଫ୍ଲୋରରେ ନିଆଁ ଲଗାଇ ଦେଇଥିଲେ । କଳା ଲେଗିଙ୍ଗସ ଏବଂ ୱେଷ୍ଟର୍ଣ୍ଣ ପୋଷାକରେ ନାଚିଛନ୍ତି ପ୍ରକୃତି । ଏହି ଭିଡିଓଟିକୁ ୬୦ ହଜାରରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by prakrutimishra (@prakrutimishra)

Get real time updates directly on you device, subscribe now.