fbpx

କମିଲା ଇପିଏଫ୍ ସୁଧହାର

ନୂଆଦିଲ୍ଲୀ,୫ ।୩:ହୋଲି ପୂର୍ବରୁ କର୍ମଚାରୀମାନଙ୍କୁ ଝଟକା ଦେଇଛନ୍ତି ମୋଦି ସରକାର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫ୍ ସୁଧହାର କମିଛି । ସୁଧହାର ୮.୬୫%ରୁ ୮.୫%କୁ କମାଇବା ଲାଗି କେନ୍ଦୀୟ ଟ୍ରଷ୍ଟି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଶ୍ରମମନ୍ତ୍ରୀ ସନ୍ତୋଶ ଗଙ୍ଗୱାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.