fbpx

BIG BREAKING: ସମ୍ବଲପୁରରେ ଫୁଟିଲା ବୋମା

ସମ୍ବଲପୁର: ପୀରବାବା ଛକ ନିକଟରେ ବୋମାମାଡ଼ ହେବା ଘଟଣା ସାମ୍ନାକୁ ଆସିଛି । ଏକ ବୁଲେଟ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପହଁଚିଲେ ଏସପି ଉତ୍ତରାଞ୍ଚଳ ଡିଆଜି ପହଁଚିଛନ୍ତି ।

Get real time updates directly on you device, subscribe now.