AI ର ଅପବ୍ୟବହାର, ମୁଖ୍ୟମନ୍ତ୍ରୀଙ୍କ AI ଭିଡିଓ କରି ବନ୍ଧା ହେଲେ ଯୁବକ
AI ର ଅପବ୍ୟବହାର କରି ବନ୍ଧା ହେଲେ । ମୁଖ୍ୟମନ୍ତ୍ରୀଙ୍କ AI ଭିଡିଓ କରି ବନ୍ଧା ହେଲେ ଯୁବକ ।
ଭୁବନେଶ୍ବର: AI ର ଅପବ୍ୟବହାର କରି ବନ୍ଧା ହେଲେ । ମୁଖ୍ୟମନ୍ତ୍ରୀଙ୍କ AI ଭିଡିଓ କରି ବନ୍ଧା ହେଲେ ଯୁବକ । ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ ଗିରଫ । ଗିରଫ କଲା କ୍ରାଇମବ୍ରାଞ୍ଚର ସାଇବର ସେଲ୍ ।
AI ସାହାଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ କରିଥିଲେ । ସୋସିଆଲ ମିଡିଆରେ ସେୟାର କରିଥିଲେ AI ଭିଡିଓ । ଅଭିଯୋଗ ଆସିବା ପରେ ଯାଞ୍ଚ କରିଥିଲା ସାଇବର ଟିମ୍ । ଧରା ପଡ଼ିବା ପରେ ନିଜ ଭୁଲ ମାନିଲା ଅଭିଯୁକ୍ତ ।