fbpx

କଂଗ୍ରେସ କର୍ମୀଙ୍କୁ ହତ୍ୟା! ଭୟଙ୍କର ରୂପ ନେଲା ନିର୍ବାଚନ ପରବର୍ତ୍ତୀ ହିଂସା

Advertisement

ଗଞ୍ଜାମ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ଧରାକୋଟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବଡ଼ଗଡ଼ ଥାନା ଶୁଣ୍ଢିପଲ୍ଲୀ ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ସାମ୍ନାକୁ ଆସିଛି । ଗାଁର ମିଟୁ ବିଶୋୟୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି । ମିଟୁଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ହୋଇଛି । ଘଟଣାସ୍ଥଳରେ ବରଗଡ଼ ଓ ଧରାକୋଟ ପୋଲିସର ତଦନ୍ତ ଚାଲିଛି । ମିଟୁ କଂଗ୍ରେସ କର୍ମୀ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.