ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଆହାର କେନ୍ଦ୍ରକୁ ଆଇଏସଓ ମାନ୍ୟତା ମିଳିଛି । ରାଜ୍ୟରେ ଥିବା ସମସ୍ତ୧୫୮ଟି ଆହର କେନ୍ଦ୍ରକୁ ଆଇଏସଓ ପ୍ରମାଣପତ୍ର ମିଳିଛି । ଏହାସହ ୩୪ଟି ରୋଷେଇଶାଳକୁ ମଧ୍ୟ ଆଇଏସଓ ମାନ୍ୟତା ମିଳିଛି । ଏନେଇ ନଗର ଉନ୍ନୟନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହାର ଯୋଜନାରେ ସୁଲଭ ଦରରେ ଉନ୍ନତ ମାନର ଖାଦ୍ୟ ଯୋଗାଉଛନ୍ତି ସରକାର ।
Our drive to bring affordable & quality meals to the needy in urban areas registered a major achievement with all 158 #AAHAR Kendras & 34 Central Kitchens getting #ISO certified. Kudos to the team from @HUDDeptOdisha, Collectors & Industry partners who made this happen.
#5T https://t.co/48Gs9T3HiR— CMO Odisha (@CMO_Odisha) December 1, 2019