fbpx

ଓଲଟିଲା ବରଯାତ୍ରୀ ଗାଡ଼ି, ୨ମୃତ

ଜୟପୁର, ୩ା୬: ଜୟପୁର ସ୍ଥିତ ବୋରିଗୁମ୍ମା ବ୍ଲକ ଗୁରୁମାଇଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିଥିବା ସୂଚନା ମିଳିଛି । ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିବା ଫଳରେ ସେଥିରେ ଥିବା ୨ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୩୦ଜଣ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତକଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବରଯାତ୍ରୀମାନେ ବୋଡ଼ିଗାଁରୁ ମୁଣ୍ଡିଗୁଡ଼ା ଯାଉଥିବା ବେଳେ ଏହି ଅଘଟଣ ଘଟିଥବା ନେଇ ନେଇ ସୂଚନା ରହିଛି ।

Get real time updates directly on you device, subscribe now.