fbpx

ଖୁଣ୍ଟେଶ୍ବରୀ ପାହାଡ଼ ଉପରେ ଦୁର୍ଘଟଣା; ଓଲଟିଲା ମିନି ବସ୍‌, ୧୦ ପର୍ଯ୍ୟଟକ ଆହତ

Advertisement

ଭଞ୍ଜନଗର: (ଓଡ଼ିଶା ଭାସ୍କର) ସୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟେଶ୍ବରୀ ପାହାଡ଼ ଉପରେ ଦୁର୍ଘଟଣା ଘଟିଛି । ମିନି ବସ୍‌ ଓଲଟି ୧୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା ବେଳେ ଘଟିଛି ଏଭଳି ଦୁର୍ଘଟଣା । ସମସ୍ତ ଆହତଙ୍କୁ ପ୍ରଥମେ ସୋରଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ MKCG କୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.