fbpx

ରାମନବମୀ ଅବସରରେ ପଥରରେ ୯ ଫୁଟର ଚିତ୍ର ଆଙ୍କିଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ସାରା ଦେଶରେ ପାଳନ ହେଉଛି ପବିତ୍ର ରାମନବମୀ । ରାମ ନବମୀ ଅବସରରେ ସମସ୍ତ ରାମ ମନ୍ଦିରରେ ବିଭିନ୍ନ ଉତ୍ସବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ପାହାଡ ଉପରେ ଆଙ୍କିଛନ୍ତି 9 ଫୁଟରେ ଶ୍ରୀରାମ ଓ ହନୁମାନଙ୍କ ଛବି । ଯାହା ବେଶ ସୁନ୍ଦର ହେବା ସହ ମନୋଲୋଭା ହୋଇଛି । ସବୁବେଳେ କାନଭାସ ପେପରରେ ଆଙ୍କୁଥିବା ଚିତ୍ରକୁ ସେ ପଥରରେ ସ୍ଥାନିତ କରିଛନ୍ତି । ପବିତ୍ର ରାମ ନବମୀର ଶୁଭେଚ୍ଛା ବି ଜଣାଇଛନ୍ତି ।

 

Get real time updates directly on you device, subscribe now.