(Video)ପୁଣି ଏକ ରଙ୍ଗିଲା ବାବା, ପୂଜା କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଧର୍ମ ନାଁରେ ଅନେକ ବାବା ଓ ସାଧୁ ଲୋକଙ୍କ ଫାଇଦା ଉଠାଉଛନ୍ତି । ଏହାର ଉଦାହରଣ ବି କିଛି କମ୍ ନୁହେଁ ଯେପରିକି ସାରଧୀ ବାବା, ସୁର ବାବା ଇତ୍ୟାଦି । ସାଧୁ ବେଶରେ ମହିଳାଙ୍କ ମାନଙ୍କ ସହିତ ଦୁଷ୍କର୍ମ, ଜମି ହଡ଼ପ କରିବା, ଟଙ୍କା ଲୁଟିବା ଭଳି ଅନେକ କଳା କାରନାମା କରୁଛନ୍ତି ଏହି କଥାକଥିତ ବାବା । ତେବେ ଏହି କ୍ରମରେ ଆଉ ଜଣେ ରଙ୍ଗିଲା ବାବାଙ୍କ ଗୁମର ଖୋଲିଛନ୍ତି ମହିଳା । ପୂଜା କରିବା ବାହାନାରେ ଦୁଇ ଜଣ ବାବା ତାଙ୍କ ସହିତ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି । ଦେଖନ୍ତୁ ଭିଡିଓ….