fbpx

‘ବଚ୍ଚନ ପାଣ୍ଡେ’ ଲୁକରେ ପୁଣି ବାହାରକୁ ଆସିଲେ ଖିଲାଡି ଷ୍ଟାର: କ୍ରିତି ସାନନଙ୍କ ସହ ଏହି ସ୍ଥାନରେ ପହଞ୍ଚିଲେ ଅକ୍ଷୟ କୁମାର

ନୂଆଦିଲ୍ଳୀ: ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ବଚ୍ଚନ ପାଣ୍ଡେ । ମାର୍ଚ୍ଚ ୧୮ ତାରିଖରେ ହୋଲି ଅବସରରେ ସିନେମା ଘରେ ରିଲିଜ ହେବ ଏହି ଚଳଚ୍ଚିତ୍ର । ତେଣୁ ବିଭିନ୍ନ ସ୍ଥାନରେ ଏହାର ପ୍ରମୋସନ ମଧ୍ୟ ଜୋରଦାର ଚାଲୁ ରହିଛି । ମୁମ୍ବାଇର ନେସନାଲ ମ୍ୟୁଜିୟମ ଅଫ ଇଣ୍ଡିଆନ ସିନେମାର ଏକ ସ୍ୱତନ୍ତ୍ର ଆୟୋଜନରେ ପହଞ୍ଚିଥିଲେ ଅକ୍ଷୟ କୁମାର, କ୍ରିତି ସାନନ ଏବଂ ଜ୍ୟାକଲିନ । କରୋନା ସଂକ୍ରମଣ ହ୍ରାସ ପରେ ଏବେ ପୁଣି ଥରେ ଦର୍ଶକଙ୍କ ପାଇଁ ଖୋଲିଛି NMIC ।

 इस विशेष अवसर पर फरहाद सामजी द्वारा निर्देशित फिल्म 'बच्चन पांडे' के लोकप्रिय कलाकार भी मौजूद थे. यह अवसर इसलिए भी खास था, क्योंकि कोरोना महामारी के बाद पहली बार NIMC के द्वार आम जनता के लिए खोले गए. यह संग्रहालय मंगलवार से रविवार तक रोजाना सुबह 11 बजे से शाम 5 बजे तक खुला रहता है और हर सोमवार और राष्ट्रीय अवकाश के अवसर पर बंद रखा जाता है.

ଏଠାକୁ ଆସିବା ସମୟରେ ଅକ୍ଷୟ ଚଳଚ୍ଚିତ୍ରର ବଚ୍ଚନ ପାଣ୍ଡେ ଲୁକରେ ନଜର ଆସିଥିଲେ । ତାଙ୍କ ସହିତ ଜ୍ୟାକଲିନ ଏବଂ କ୍ରିତି ସାନନ ମଧ୍ୟ ଫିଲ୍ମର ପ୍ରମୋସନ ପାଇଁ ଏଠାରେ ପହଞ୍ଚିଥିଲେ । ଏକ ବ୍ୟାଡ ବୟର ଚରିତ୍ରରେ ଏହି ଫିଲ୍ମରେ ନଜର ଆସିବେ ଖିଲାଡି ଷ୍ଟାର । ତାଙ୍କର ଏହି ଲୁକକୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ ଏହି ଫଟୋ ଏବେ କୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.