fbpx

କରୋନା ପାଇଁ ୨ଟି ଆୟୁର୍ବେଦିକ ଔଷଧକୁ ଅନୁମତି

ନୂଆଦିଲ୍ଲୀ,୧୪ ।୫: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ କରୋନା ଚିକିତ୍ସା ପାଇଁ ୨ଟି ଆୟୁର୍ବେଦିକ ଔଷଧକୁ ମିଳିଛି ଅନୁମତି । କରୋନା ଚିକିତ୍ସା ପାଇଁ କଫସୁରା କୁଦିନିର ଓ ଆୟୁଷ-୬୪କୁ ଅନୁମତି ଦିଆଯାଇଥିବା ସୂଚନା ମିଳିଛି । ଏହି ୨ ଆୟୁର୍ବେଦିକ ଔଷଧକୁ ଅନୁମତି ଦେଇଛି କେନ୍ଦ୍ର ଆୟୁଷ ମନ୍ତ୍ରାଳୟ । ଏହି ଔଷଧ ସାମାନ୍ୟ ଓ ମଧ୍ୟମ ଲକ୍ଷଣଯୁକ୍ତ ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ ହେବ ।

Get real time updates directly on you device, subscribe now.