ନୂଆଦିଲ୍ଲୀ, ୧୬।୫: ସାରା ବିଶ୍ୱ ମହାମାରି କରୋନା ସହ ଲଢେ଼ଇ କରୁଛି। ଏହାରି ମଧ୍ୟରେ ଭାରତକୁ ବନ୍ଧୁତ୍ୱର ହାତ ବଢାଇଛି ଆମେରିକା । କରୋନା ମହାମାରୀ ସମୟରେ ସହଯୋଗ କରିବେ ଆମେରିକାର ଟ୍ରମ୍ପ ସରକାର । ଭାରତକୁ ଆମେରିକା ସରକାର ଭେଣ୍ଟିଲେଟର ଯୋଗାଇ ଦେବେ । ଦୁଇ ଦେଶ କରୋନା ବିରୋଧ ରେ ଲଢେଇ ଜାରି ରଖିଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ । ପୂର୍ବରୁ ଆମେରିକାକୁ କ୍ଲୋରୋକୁଇନ ଔଷଧ ଦେଇ ଭାରତ ପ୍ରଥମେ ସହଯୋଗର ହାତ ବଢାଇଥିଲା ।
Prev Post