fbpx
BSKY SKY
BSKY SKY

(Video) ‘ବିଗ୍ ବି’ଙ୍କୁ ପଡିଲା ଟଙ୍କାର ଅଭାବ! ବିକିଲେ ୨୩ କୋଟିର ଘର

BSKY

ବଲିଉଡରେ ସେଲିବ୍ରେଟିମାନେ ସବୁବେଳେ ନିଜର ଖାସ ଅନ୍ଦାଜକୁ ନେଇ ଲାଇମଲାଇଟରେ ରହିଥାନ୍ତି । ଆଉ ଏମିତିରେ ଏଭଳି ଏକ ସେଲିବ୍ରେଟିଙ୍କ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ଆପଣଙ୍କ ମନରେ ବି ପ୍ରଶ୍ନ ଆସିବ । କାରଣ ଖବରଟି ଏମିତି କିଛି ।

ଖବରଟି ହେଉଛି ବିଗ୍ ବି ଅମିତାଭ ବଚ୍ଚନ ନିଜ ନିଜର ଏକ ବଙ୍ଗଳାକୁ ବିକ୍ରି କରିଛନ୍ତି । ତାହା ପୁଣି ୨୩ କୋଟି କୋଟି ଟଙ୍କାରେ । ଦିଲ୍ଲୀ ସ୍ଥିତ ଗୁଲମୋହର ପାର୍କରେ ଅବସ୍ଥିତି ବଙ୍ଗଳା ସୋପାନକୁ ସେ ବିକ୍ରି କରିଛନ୍ତି । ଆଉ ଏହାକୁ କିଣିଛନ୍ତି ନେଜୋନ ଗ୍ରୁପର ଅବନୀ ବଦେର । ଖବର ଶୁଣିବା ପରେ କେହି ଏହାକୁ ସହଜରେ ହଜମ କରିପାରୁ ନାହାଁନ୍ତି । ସମସ୍ତ ମନରେ ଅନେକ ପ୍ରଶ୍ନ ଆସୁଛି । ବଙ୍ଗଳା ବିକ୍ରି କରିବା ପଛର କାରଣ କଣ ହୋଇଥାଇପାରେ । କଣ ଟଙ୍କାର ଆଉ ଅଭାବ ପଡିଲାକି ବିଗ୍ ବିଙ୍କୁ । କାହିଁକି ବିକିଲେ ସେ ବଙ୍ଗଳା? ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.