fbpx
BSKY
BJD YOUTH SKY
BJD MS SKY

ଉଦ୍ଧବ ସରକାରଙ୍କୁ ଆନ୍ନା ହଜାରଙ୍କ ଚେତାବନୀ, ମହାରାଷ୍ଟ୍ରରେ ଲୋକାୟୁକ୍ତ ଆଇନ୍‌ ଲାଗୁ ନହେଲେ ଆନ୍ଦୋଳନରେ ବସିବେ

ମୁମ୍ବାଇ: ମହାରାଷ୍ଟ୍ରରେ ଲୋକାୟୁକ୍ତ ଆଇନ୍‌ ଲାଗୁ କରିବା ଦାବି ନେଇ ସମାଜସେବୀ ଆନ୍ନା ହଜାରରେ ଉଦ୍ଧବ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି କି ଅଗଷ୍ଟ ୯ରୁ ମହାରାଷ୍ଟ୍ରର ରାଲେଗାଓଁ ସିଦେ୍ଧ ଠାରେ ଆନ୍ଦୋଳନ ଆରମ୍ଭ କରିବେ । ସେ କହିଛନ୍ତି କି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭ୍ରଷ୍ଟାଚାର ଆରୋପରେ ଜେଲ୍‌ରେ ବନ୍ଦୀ ଅଛନ୍ତି । ସରକାର ଚାହାନ୍ତିନି କି ମହାରାଷ୍ଟ୍ର ଭ୍ରଷ୍ଟାଚାରମୁକ୍ତ ହେଉ । ଯେ ପର୍ଯ୍ୟନ୍ତ ରାଜ୍ୟ ଭ୍ରଷ୍ଟାଚାରମୁକ୍ତ ନହୋଇଛି ସେ ପର୍ଯ୍ୟନ୍ତ ସେ ତାଙ୍କ ଆନ୍ଦୋଳନ ଜାରି ରଖିବେ ।

Get real time updates directly on you device, subscribe now.