fbpx

ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଦିଲ୍ଲୀ ଠାରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧକ୍ଷ ଜଗତପ୍ରକାଶ ନଡ୍ଡାଙ୍କୁ ସାକ୍ଷାତ କରି ଦ୍ୱିତୀୟ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି l ଏହା ସହ ବିଭିନ୍ନ ମହତ୍ୱପୂର୍ଣ୍ଣ ବିଷୟ ନେଇ ଆଲୋଚନା କରିଥିଲେ l ଏହି ଅବସରରେ ସାଂସଦ ମହୋଦୟା ମାନନୀୟ ରାଷ୍ଟ୍ରୀୟ ଅଧକ୍ଷଙ୍କ ସହଯୋଗ, ଆଶୀର୍ବାଦ ଏବଂ ମାର୍ଗଦର୍ଶନ କାମନା କରିଥିଲେ l

Get real time updates directly on you device, subscribe now.