fbpx

ଖୋଲିଲା ଅପରାଜିତା ଷଡଙ୍ଗୀଙ୍କ ଅଫିସ

ଭୁବନେଶ୍ୱର,୧୭ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ଆଜି ଖୋଲିଛି ବିଏମସି । ନିର୍ଦ୍ଧାରିତ ସମୟ ପୂର୍ବରୁ ବିଏମସି ପକ୍ଷରୁ ସିଲ୍ ଖୋଲାଯାଇଛି ।

ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ବାରମ୍ବାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ନିଜ ଜନ୍ମଦିନରେ କୋଭିଡ ଗାଇଡଲାଇନ୍ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା । ଏନେଇ ୧୫ ଦିନ ପାଇଁ ତାଙ୍କ କାର୍ଯ୍ୟାଳୟ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୋଟିସ ପଠାଯାଇଥିଲା ।

Get real time updates directly on you device, subscribe now.