fbpx

୯୨ ହଜାର କୋଟିର ୫ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୫/୧୧(ଓଡିଶା ଭାସ୍କର): ୯୨ ହଜାର ୭୧୩ କୋଟିର ୫ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ ଶିଳ୍ପନୀତିରେ ଏହା ସବୁଠୁ ବଡ ପୁଞ୍ଜି ନିବେଶ। ୫ଟି ମେଗା ପ୍ରକଳ୍ପକୁ HLCA ର ମଞ୍ଜୁରୀ ମିଳିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଏଥିରେ ୩୧ ହଜାର ୯୭୯ ଜଣଙ୍କୁ ନିଯୁକ୍ତି ପାଇଁ ସୁଯୋଗ ମିଳିବ।

Get real time updates directly on you device, subscribe now.