fbpx

ଚାପଗ୍ରସ୍ତ ସମସ୍ୟା ଭୋଗୁଛନ୍ତି କି ? ଆପଣାନ୍ତୁ ଦମଦାର ଘରୋଇ ଉପାୟ

Advertisement

ଓଡିଶା ଭାସ୍କର: ଆଜାକାଲି ଅନେକ ଲୋକମାନେ କାର୍ଯ୍ୟବ୍ୟସ୍ତ ଭିତରେ ଚାପଗ୍ରସ୍ତ ଥିବାର ଦେଖାଯାଇଥାଏ । ଏହି କାରଣରୁ ଆପଣମାନଙ୍କୁ ସାମନ୍ୟ ଯନ୍ତ୍ରଣା ମଧ୍ୟ ଭୋଗିଥାନ୍ତି । ଚାପଗ୍ରସ୍ତ ହେବା କାରଣରୁ ଆପଣ ବାରବାମ୍ବାର ମେଡିକାଲକୁ ଦୈଡିବାକୁ ପଡିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଏହି ସମସ୍ୟାର ଶତ ପ୍ରତିଶତ ସମାଧାନ ଆପଣଙ୍କ ଘରେ ହିଁ  ଲୁଚି ରହିଛି । ଯାହା ଗୋଟିଏ ଚୁଟକିରେ ସମାଧାନ ହୋଇପାରିବ । ତେବେ ଆସନ୍ତୁ ଜାଣିବା କଣ ଏହି ସରଳ ଉପାୟ କଣ ……

ଆପଣମାନେ ପ୍ରତ୍ୟେକ ଦିନ ଗୋଟିଏ ବାଲଟି ପାଣିରେ ସାମନ୍ୟ କିଛି ଲୁଣ ମିଶାଇ ଗାଧୋଇବା ଦ୍ୱାରା ଚମତ୍କାର ଫାଇଦା ମିଳିଥାଏ । ସପ୍ତାହରେ ଦୁଇତିନିଥର ଲୁଣ ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କର ମନ ଶାନ୍ତ ରହିଥାଏ । ଏଥିସହିତ ପିଠିଯନ୍ତ୍ରଣା ଏବଂ ଶାରିରୀକ ପୀଡା ମଧ୍ୟ ଦୂରିଭୂତ ହୋଇଥାଏ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଏ ଦିଗରେ ଆପଣ ସାଧାରଣ ଲୁଣ ଛଡା ଏପ୍ସମ ଲୁଣ ବ୍ୟବହାର କରିବା ଦ୍ୱାରା ଅଧିକ ଉପକୃତ ହୋଇପାରିବେ । ବିଶେଷ କରି ଗରମ ପାଣିରେ ଏପ୍ସମ ଲୁଣ ବା ଅନ୍ୟାନ ଲୁଣକୁ ବ୍ୟବହାର କରି ଗାଧୋଇବା ଦ୍ୱାରା ସେଥିରୁ ଉତ୍ପନ୍ନ ହେଉଥିବା ମ୍ୟାଗ୍ନେସିୟମ ସଲଫେଟ୍ ଶରୀରରେ ଯନ୍ତ୍ରଣାକୁ କମ କରିବା ସହ ମାଂସପେଶୀର ଯନ୍ତ୍ରଣାକୁ କମ କରିବାରେ ସହାୟକ ହୋଇଥାଏ । ତେଣୁ ଆପଣମାନେ ଗୋଟିଏ ସପ୍ତାହରେ ଅତି କମରେ ୨ରୁ୩ ଥର ଲୁଣପାଣିରେ ସ୍ନାନ କରିବାର ଚେଷ୍ଟା କରନ୍ତୁ ।

 

Get real time updates directly on you device, subscribe now.