ଶ୍ରୀମନ୍ଦିର ଗୁମୁଟ ତଳେ ଫାଟ ନେଇ ASI ଅଧୀକ୍ଷକଙ୍କ ସୂଚନା; ଫାଟ ଆଜିର ନୁହେଁ, ଦୀର୍ଘଦିନର

ପୁରୀ: ଶ୍ରୀମନ୍ଦିର ଗୁମୁଟ ତଳ ଭାଗରେ ଫାଟ ନେଇ ସୂଚନା ଦେଲେ ASI ଅଧୀକ୍ଷକ । ଫାଟ ଥିବା ଆଗରୁ ଜାଣିଥିଲୁ କହିଲେ ASI ପୁରୀ ସର୍କଲ ଅଧୀକ୍ଷକ । ଏନେଇ ସେ ଆହୁରି କହିଛନ୍ତି ‘ଅନୁଧ୍ୟାନ କରାଯାଇଛି, ଦୁଇ ଚାରି ଦିନରେ ପଥର ବଦଳାଇ ଦିଆଯିବ’। ‘କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେ ଫାଟ ହୋଇଛି’ ।

‘ଫାଟ ଆଜିର ନୁହେଁ, ଦୀର୍ଘଦିନର; ଆମେ ରିପ୍ଲେସ କରିବୁ’ । ‘ଗରୁଡ଼ ସ୍ତମ୍ଭର ପୂର୍ବ ପଟ ବିମ୍‌ରେ ଫାଟ ଅଛି, ୫ ବର୍ଷରେ ଫାଟ ବଢ଼ିନି’ । ‘ଷ୍ଟେନଲେସ୍ ଷ୍ଟିଲର ସପୋର୍ଟିଭ୍ ବିମ୍ ପ୍ରସ୍ତୁଚ ହୋଇଛି’ । ‘ରଥଯାତ୍ରା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି’ ।