ଇନଫୋସିଟି ସୁଭଦ୍ରା ଆପାର୍ଟମେଣ୍ଟରେ ଆସାମ ପୋଲିସର ରେଡ୍, ଲୁଚି ବସିଛି ମୋଷ୍ଟ ୱାଣ୍ଟେଡ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସର ରେଡ୍ ।

ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡ୍ ଆତ୍ମଗୋପନ କରିଥିବା ସୂଚନା ପାଇବା ପରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି ।

କମିଶନରେଟ୍ ପୋଲିସ ସହାୟତାରେ ଇନଫୋସିଟି ଥାନା ଅନ୍ତର୍ଗତ ସୁଭଦ୍ରା ଆପର୍ଟମେଣ୍ଟ ଚଢ଼ାଉ କରିଥିବା ଜଣାପଡ଼ିଛି ।

ମୋଷ୍ଟ ୱାଣ୍ଟେଡର ପରିଚୟ ମିଳିପାରି ନ ଥିବାବେଳେ ରେଡ ନେଇ ଆସାମ ପୋଲିସ ପକ୍ଷରୁ କୌଣସି ସୂଚନା ନାହିଁ ।