Savitri Vrat 2025: ପ୍ରଥମ ଥର ସାବିତ୍ରୀ ବ୍ରତ କରୁଛନ୍ତି କି? ଏପରି କରନ୍ତୁ ପୂଜା
ନୂଆଦିଲ୍ଲୀ: ବିବାହିତ ମହିଳାମାନଙ୍କ ପାଇଁ ସାବିତ୍ରୀ ବ୍ରତର ବିଶେଷ ମହତ୍ତ୍ୱ ଅଛି । ସ୍ୱାମୀଙ୍କ ଦୀର୍ଘ ଜୀବନ, ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟ କାମନା କରି ଏହି ଉପବାସ ପାଳନ କରାଯାଏ । ବିବାହିତ ମହିଳାମାନେ ଏହି…