Daughters Day 2024: କାହାଠୁ କମ୍ ନୁହନ୍ତି ଝିଅ, ଏହି ମେସେଜ ଦେଇ କରାନ୍ତୁ ଖୁସି
ନୂଆଦିଲ୍ଲୀ: ଆଜି ଜାତୀୟ କନ୍ୟା ସନ୍ତାନ ଦିବସ । ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 22 ତାରିଖକୁ ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଇଥାଏ । ସବୁ ଝିଅମାନଙ୍କର ପ୍ରଥମ ସାଙ୍ଗ ହେଉଛନ୍ତି ବାପା । ଆଜିର ଦିନରେ ଝିଅମାନଙ୍କ…